Sep
2021
24
*ପାହାନ୍ତି ସପନ–ରଶ୍ମିରଞ୍ଜନ ଶତପଥୀ*
ପାହାନ୍ତି ସପନ _____________ ଶେଷ ଶ୍ରାବଣର ଭିଜା ବରଷାରେ ଭିଜିବାକୁ କଥା ଥିଲା। ଜହ୍ନ ରାଇଜରେ ଜୋଛନା ଜୁଆରେ ହଜିବାକୁ କଥା ଥିଲା । ।୧। ସୁନେଲି ସଞ୍ଜରେ ସାଗର ବେଳାରେ ତୋଳିବାକୁ ବାଲି ଘର । କଥା ଥିଲା ପ୍ରିୟା ପରଷି ଦେବାକୁ ପ୍ରୀତିର ପୀୟୁଷ ଝର । ।୨। ସ୍ଵପ୍ନାବତି ସାଜି ନୀଳ ଦରିଆରେ ସୁଖର