ସନ୍ତାପିତ ହୃଦୟ ଦୀର୍ଘ ପଞ୍ଚାବନ ବର୍ଷର ସାଇତା ଲୁହ ଗୁଡା ଆଷାଢ଼ ର ବର୍ଷା ବିନ୍ଦୁ ପରି ଗଙ୍ଗା ଯମୁନା ଦୁଇ ଧାର ହୋଇ ଅବାରିତ ଧାରାରେ ବହି ଚାଲିଛି ସରିତା ଦେବୀଙ୍କ ଦୁଇ ଆଖିରୁ । ହୃଦୟର କୋହ ଗୁଡ଼ା ପରିପ୍ରକାଶ କଲାବେଳେ ମୁଣ୍ଡ ଟି କେତେବେଳେ କାନ୍ଥରେ ତ କେତେବେଳେ ଭୂମିରେ କଚାଡ଼ି ହୋଇ
Read More
ଆସ ସବୁଜ ହୋଇବା ଧନ ଦଉଲତ ସାଇତି ରଖୁଛୁ ସୁଖରେ ବଞ୍ଚିବା ପାଇଁ ପୁଅ ନାତି ପାଇଁ ଅସୁମାରି ସ୍ଵପ୍ନ ଦେଖୁଛୁ ବିକଳ ହୋଇ ଚିନ୍ତା କି କରିଛୁ କେବେ ବୃକ୍ଷ ବିନା ଯଦି ସୃଷ୍ଟି ନାଶ ହୁଏ ସେମାନେ କିସ କରିବେ । ଗଛ କାଟି ସଫା କରି ତୁ ସେଠାରେ
Read More
ମାଟି ମଟାଳର ମଣିଷ ମାଟିର ମଣିଷ ମାଟିରେ ଗଢା, ମଣି କି କାଞ୍ଚନ ନାହିଁ ତ ଲୋଡ଼ା । ଏ ମାଟି ମୋ ପାଇଁ ଚନ୍ଦନ ପରି, ତାହାକୁ ଜୀବନେ ପାଥେୟ କରି । ବଞ୍ଚି ରହିବି, ସରଗ ର ସୁଖ ତାଠୁ ପାଇବି ।। ୧ ।। ପବିତ୍ର ମାଟିକୁ ଚକଟି ହାତେ, ଗଢି
Read More