Mar
2022
31
*ଆହତ–ରତ୍ନାକର ଶୀୟ*
ଆହତ ———– ଆହତ ହେବାପାଇଁ ପବନ ସ୍ରୋତରେ କିଏ କ’ଣ ଇଛା ପ୍ରକାଶିବ ! ନାଁ ନା…. ଆପେଆପେ ଆକସ୍ମାତ୍ ହୋଇପାରେ ଏପ୍ରେଲର କାଳବୈଶାଖିରେ… ସେ ଆହତ,ହୋଇପାରେ ଘଡଘଡିର ଅବା ଦ୍ରୁତପବନର… ହୋଇପାରେ ମୋଡିମାଡି ହୋଇ ପଡୁଥିବା ଗଛ ଡାଳର….. ହେଲେ ତମ ଆହତ କାଳବୈଶାଖିର ଆହତ ଠାରୁ ଢେରଗୁଣ ଅଧିକା ! ମୋ ଶରୀର ଭାଙ୍ଗିପଡିଛି ତୁମ