Apr
2022
6
*ବନ୍ଦେ ଉତ୍କଳ ଜନନୀ- ରଞ୍ଜନ କୁମାର ବ୍ରହ୍ମା*
*ବନ୍ଦେ ଉତ୍କଳ ଜନନୀ* **************** ରଞ୍ଜନ କୁମାର ବ୍ରହ୍ମା, ************* ସକାଳୁ ସକାଳୁ ଅନ୍ୟଙ୍କୁ କହିବା ବନ୍ଦେ ଉତ୍କଳ ଜନନୀ । ଅତିଥିଙ୍କୁ ଅଭିବାଦନ ଜଣାଇ ବନ୍ଦେ ଉତ୍କଳ ଜନନୀ । ହାତଯୋଡି ଅଧିକାରୀଙ୍କୁ କହିବା ବନ୍ଦେ ଉତ୍କଳ ଜନନୀ । ହାଜିରାରେ ଶ୍ରେଣୀ ପିଲାଏ କୁହନ୍ତୁ ବନ୍ଦେ