Mar
2021
3
କବିତା:-କବି ଅନନ୍ୟ — କବି-ଯୁଧିଷ୍ଠିର ମୁଦୁଲି*
*କବିତା:-କବି ଅନନ୍ୟ* ସୃଷ୍ଟିର ଯେ ସ୍ରଷ୍ଟା ରଚିଲେ ସଂସାର ମନୁଷ୍ୟକୁ ଦେଇ ଜ୍ଞାନ ସମାଜର ହିତ ପାଇଁ ସେ ଅର୍ପିଲେ କବିଙ୍କୁ ଯେ ଦିବ୍ୟ ଜ୍ଞାନ, କବି କାଳିଦାସ ବାଲ୍ମୀକି ଓ ବ୍ୟାସ ରଚିଲେ ମହାନ ଗ୍ରନ୍ଥ ଦିବ୍ୟ ଦୃଷ୍ଟି ବଳେ ସୃଷ୍ଟି କଲେ ସେତ ରାମାୟଣ ମହାଭାରତ, କବିଙ୍କର ଦୃଷ୍ଟି ଅଟଇ ଅନନ୍ୟ ସାଧାରଣ ଜନ ଠାରୁ