Feb
2021
7
ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ କୋରାପୁଟ ଜିଲ୍ଲାର ଯୁବା କବୀ ଯାଜ୍ଞସେନୀ ସାହୁ ଙ୍କୁ
ନାମ- ଯାଜ୍ଞସେନୀ ସାହୁ ମାତାଙ୍କ ନାମ-: ଜୟନ୍ତୀ ସାହୁ ପିତାଙ୍କ ନାମ-: ଗଣେଶ୍ୱର ସାହୁ ଜନ୍ମମାଟି/ଠିକଣା-: ସେମିଳିଗୁଡା, କୋରାପୁଟ ଜନ୍ମ ତାରିଖ-: 13/03/1996 ଶିକ୍ଷା ଗତ ଯୋଗ୍ୟତା-: M.sc, B.ed ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:- ସାହିତ୍ୟ ସମାଜର ମେରୁଦଣ୍ଡ। ସାହିତ୍ୟ ଜନସମାଜର ହିତସାଧନ ଓ ସଚେତନ କରାଇବାର ଏଇ ବଳିଷ୍ଠ ମାଧ୍ୟମ। ପ୍ରଶ୍ନ:-୨ କେବେଠୁ