Apr
2021
29
*ଖରାଦିନ — ଯଶୋବନ୍ତ ନାୟକ*
ଖରାଦିନ ============== ଧୀରେଧୀରେ ଆସିଯାଏ ଖରାଦିନ ଫାଲଗୁନ ମାସପରେ। ନାଳ ନଈ ପୋଖରୀ ଶୁଖାଇ ଚାଲିଯାଏ ତା ବାଟରେ ll ସୂର୍ଯ୍ୟଙ୍କ ତେଜ ହୁଅଇ ପ୍ରଖର ଜଳହୁଏ ବାଷ୍ପୀଭୂତ। କଷ୍ଟଦାୟକ ଗରମ ପବନ ମନକୁ କରେ ଭ୍ରମିତ ll ଝାଳ ବହୁଥାଏ ଶରୀର ଉପରେ ସବୁ ଦିନ ସବୁ ରାତି। ଖାଇବାକୁ ଯମା ଭଲଲାଗେ ନାହିଁ