Apr
2021
29
*ବିରହ ପ୍ରତିକ୍ଷା — ମୌସୁମୀ ମୋନାଲିସା*
😔➖ବିରହ ପ୍ରତିକ୍ଷା ➖😔 …………………………………. ଆଜି ଯାଏ ମୁଁ ଜୀବନ କୁ ମୋର ହତାଦର କରି ଆସିଛି, ଆଜି ଯେତେବେଳେ ଜୀବନ ମୋ ଠାରୁ ଛାଡ଼ି ଚାଲିଯିବ ବସିଛି, ମୁଁ ଜୀବନ କୁ ଭଲ ପାଉଛି ।। ଆଜି ବଞ୍ଚିବାକୁ ଇଚ୍ଛା ହେଉଛି ।। ଅଟକି ଯାଇଛି ତୁମ ପାଖରେ ମୁଁ ଫେରିବା ର ବାଟ ଚାହିଁ, ଅଫେରା