Feb
2022
14
*ମୋ ମୋବାଇଲ–ମନସ୍ବିନୀ ଦାଶ ପାଣିଗ୍ରାହୀ*
ମୋ ମୋବାଇଲ ହାଏରେ ମୋ ମୋବାଇଲ, ଆଜିକାଲି ତୁମେ ଜରୁରୀ ବୋଲାଇଲ, କଉଠି ତୁମ କୁ ଲୋଡା ନାହିଁ କହିଲ, ସବୁଠାରେ ତୁମେ ଟ୍ରିଂ ଟ୍ରିଂ ବାଜିଲ , ହାଏରେ ମୋ ମୋବାଇଲ। ତୁମେ ତ ବନ୍ଧୁ ପରିବାର ଠୁ ଅନ୍ତରର ହୋଇ ରହିଲ, ସବୁ କ୍ଷେତ୍ରେ ତୁମେ ବ୍ଯବହାର ହେଲ, କରୋନା ସମୟରେ ତୁମେ ଶିକ୍ଷକ ସାଜିଲ,