Nov
2020
2
ପ୍ରଶ୍ନ ସୃଷ୍ଚିର
ପ୍ରଶ୍ନ ସୃଷ୍ଚିର ସୃଷ୍ଟିର ସେ ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତଳେ ହେ ମଣିଷ,ହେ ମଣିଷ ତୁମେ କେଉଁଠାରେ ??? ।।୧।। ଆଜି ବି ରହିଛି ବିଭେଦ ପ୍ରାଚୀର ପାପ କଳଙ୍କ ବୋଳା ପାରେ ନାହିଁ ସହି ଏ ମଣିଷ ଆଉ ପାପର ଦହନ ଜ୍ବାଳା ଗର୍ବ ଗାରିମାର ଆବରଣ ତଳେ ମଣିଷ କି କେବେ ଲୁଚି