Jan
2023
29
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ସରସ୍ୱତୀ ଜଣାଣ ନମସ୍ତେ ନମସ୍ତେ ବାଣୀ ବିଦ୍ୟା ପ୍ରଦାୟିନୀ, ନମସ୍ତେ ନମସ୍ତେ ଦେବୀ ଅଭୟା କଲ୍ୟାଣି।। ସୁଦୟା ବହିଲେ ମୂର୍ଖେ ଦେଉ ବ୍ରହ୍ମଜ୍ଞାନ, ମୁକ କୁ କରୁ ବାଚାଳ ମୁଖରୀ ତୋ’ ନାମ।। ଅନାହତ ସୂତ୍ରେ ଗଣ୍ଠି ଫିଟାଉ ତୁ’ ହେଳେ, କାଳିଦାସ ଇତିବୃତ୍ତ କୀର୍ତ୍ତି ମହୀତଳେ।। ଦେଲୁ ଅଯାଚିତ ଭାବେ କବିତ୍ୱର ବର, ଗଣ୍ଡମୁର୍ଖ ପାଲଟିଲେ ପଣ୍ଡିତ