Mar
2021
1
ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ କଥାହେବା ବାଲେଶ୍ଵର ଜିଲ୍ଲାର ଯୁବ ପ୍ରତିଭା ସୁଶ୍ରୀ ଭାଗ୍ୟଶ୍ରୀ ପୁଟି ଙ୍କ ସହିତ
ନାମ- ଭାଗ୍ୟଶ୍ରୀ ପୁଟି ମାତାଙ୍କ ନାମ- ଶାନ୍ତି ଲତା ପୁଟି ପିତାଙ୍କ ନାମ- ସୁରେନ୍ଦ୍ର ପୁଟି ଜନ୍ମ ମାଟି ଠିକଣା – ମୂଳ କୁଢାଇ ଗ୍ରାମ, ଜିଲ୍ଲା- ବାଲେଶ୍ଵର। ଜନ୍ମ ତାରିଖ- ୧୫.୧୧.୧୯୯୭ ଶିକ୍ଷା ଗତ ଯୋଗ୍ୟତା-ଏମ୍.ଏ ପ୍ରଶ୍ନ – ଆପଣ ଙ୍କ ମତ ରେ ସାହିତ୍ୟ ର ସଂଜ୍ଞା କ’ଣ? ଉତ୍ତର- ସାହିତ୍ୟ ଏକ ସରସ