*ଏଠି ଏମିତିକା ଲୋକ* ଭବେଶ ଚନ୍ଦ୍ର ବେହେରା “””””””””””””””””””””””””””””””””””””””””””””” ପାହୀ ସଳଖିକି କାହିଁକି ମଣିଷ କାଟୁଛି ବାଳୁଙ୍ଗା ଘାସ ବେଳ ସରିଯାଏ ବୋଝ ପୂରେନାହିଁ କରି ବାରବାଟି ଚାଷ । ଲାଞ୍ଚ ଦେଇ ଯେତେ ଆଞ୍ଚ ଧରେଇଲେ ଜଳୁନି ନଡା କି ପାଳ ଶୋଇବା ପୁଅର ପାଳକ ପଡୁଛି ଚେଇଁବା ପୁଅର କାଳ ।
Read More
*ମକର ମଉଜ* ଭବେଶ ଚନ୍ଦ୍ର ବେହେରା ………………………………. କାଳି ଅନ୍ଧାରରୁ ନିଦ ଭାଙ୍ଗୁ ଭାଙ୍ଗୁ ବାରିପଟେ ଶୁଭେ ଭାରି ଗହଳି ଧାନବସା ଚୂଲି ଗୁଲି ଖଟି ଚାଲେ ଚୂଲି ଚାରିପଟେ ଲାଗଇ କଳି । ଗୁହାଳେ ଥାଇକି କାଳିଆ କସରା ଗହଳି ଶୁଣିକି ହଲାନ୍ତି କାନ ନିଆଁପୁଆଁ ପାଇଁ ମୁହାଁ ମୁହିଁ ସବୁ ମାନନ୍ତିନି କେହି ବଡ କି
Read More
📖 📖 *ପାଠ*📖 📖 ଭବେଶ ଚନ୍ଦ୍ର ବେହେରା …………………………………………. ସୁନା ରୂପା ଠାରୁ ଅମୂଲମୂଲ ଟଙ୍କା ଗାଡିଘୋଡା ହେବନି ତୁଲ ଜାଗା ଜମି ବାଡି ରାଜ ଉଆସ ପାଟ ମଠା ଧୋତି ଚନ୍ଦନ ବାସ ପାଠ ବିନା ସବୁ ମାଟି ହାଟକି ବଜାର ବାଟରେ ଘାଟରେ ଖୋଲି ପାରିବୁନି ପାଟି । *** କହିବାକୁ କଥା ଲାଗିବ
Read More
ମାଟିଘୋଡା ଭବେଶ ଚନ୍ଦ୍ର ବେହେରା ………………………………………… ମାଟିକି କରିଛି ହାଡ ମାଉଁସ ଭାଟିରେ ଖାଉଛି ନିଆଁ ପାଉଁଶ ପାଟିଚିପି ଯାଏ ସହି ଫାଟିଗଲେ କେବେ ତୁଟିଯିବ ଭାବ କେହି ପାରିବନି କହି । ଖରା ବରଷା କି ଗ୍ରୀଷମ ତାତି ଭରା ଫଗୁଣ କି ପୂନେଇଁ ରାତି ପାଏନି ଆଦର ସ୍ନେହ ରଙ୍ଗ ଛାଡିଗଲେ ଫିକା ପଡିଯାଏ କମଦମ
Read More
*ହେ ନବବର୍ଷ* !!!! ………………………………. ସମୟର ଇତିହାସ ତୁମେ ହସ ଲୁହ ଲହୁର ସ୍ରବଣ ସମୟର ଝାଞ୍ଜି ତୁମେ ଚେତନାର ଧୂର୍ତ୍ତ ଚଇତାଳି ବେଦନାର ଅଶ୍ରୁଳ ନିଶାନ ମଳୟର ବିକ୍ଷିପ୍ତ ଇଲାକା ପ୍ରଳୟର ଚେରାପୁଞ୍ଜି…………. ** ଅଳକାପୁରର ସୁଖ କୁରୁକୁଳ କ୍ରୁର ଇତିହାସ ଅକ୍ରୁର ପାଣ୍ଡବ ପଶା ତୁମେ ସନ୍ଧ୍ୟା ଶତଦଳ ଅରୁଣ ବିଭକ୍ତ ବେଳା ବିଚ୍ଛେଦ ସର୍ବରୀ
Read More