Feb
2023
13
ବସୁନ୍ଧରାର ସ୍ୱର-ବିଳାସିନୀ ପୃଷ୍ଟି
ବସୁନ୍ଧରାର ସ୍ୱର କଇଁ କଇଁ ହୋଇ କାନ୍ଦେ ବସୁନ୍ଧରା ଶୁଣି ପାରୁଛକି ସ୍ୱର ଦାରୁଣ ଯନ୍ତ୍ରଣା ଅସହ୍ୟ ହେଲାଣି ଶୁଭେ କରୁଣ ଚିତ୍କାର ବିକଳେ ବୋଲଇ ଜାଗ ମୋ ସନ୍ତାନ ମୁଁ ପରା ତୁମରି ମାଆ କେତେ ବା ସହିବି ଜଳି ଜଳି ସରେ କେବେ କହିବରେ ଆହା ଶିକ୍ଷା ସାଥେ ମିଥ୍ୟା ପ୍ରଗତି କରୁଛ ପିଟି ମଥାରେ