Jun
2021
18
*ସମୁଦ୍ର କାନ୍ଦୁଛି– ବିମଳାଶଙ୍କର ଦାଶ*
【 ସମୁଦ୍ର କାନ୍ଦୁଛି 】 ✍️ବିମଳାଶଙ୍କର ଦାଶ ପୃଥିବୀକୁ ଓଦେଇଥିବା ସୀମାୟୁକ୍ତ ନୀଳ ଜଳରାଶି ସୃଷ୍ଟି-ସ୍ଥିତି-ବିଲୟର ନୀରବ ମୂକସାକ୍ଷୀ ସୀମାର ମର୍ଯ୍ୟାଦା ରଖି ମୁଁ ସମୁଦ୍ର- ଅମ୍ବୋରାଶି….!!! ଗର୍ଭେ ଥିବା ସବୁ ଦେଲି ବିଶ୍ବ କଲ୍ଯାଣେ , ମୁଁ ରତ୍ନାକର ପ୍ରତିଦାନେ ଅବିବେକୀ ମାନବ ସ୍ବାର୍ଥ ଚିତ୍ତେ ପ୍ରଦୂଷଣର ଅସ୍ତ୍ରରେ ଅବିରତ କରିଛ ପ୍ରହାର ଖିନ୍ ଭିନ୍ କଲ