Feb
2021
28
*ପ୍ରେମର ଡୋର — ବିମଲ ସାସ୍ମଲ*
*ପ୍ରେମର ଡୋର* ଭଲ ପାଇବାର ଶୀତଳ ତାତିରେ ଜଳି ନାହିଁ ଥରେ ଯିଏ | କେମିତି ବୁଝିବ ପତଙ୍ଗ କାହିଁକି ଜଳିବାକୁ ଭଲ ପାଏ || କେତେବେଳେ ପ୍ରେମ ଚନ୍ଦନ କାଠଟେ ମହମହ ବାସୁଥାଏ | କେତେବେଳେ ପୁଣି ମୂନିଆ ପଥର ରକତ ଝରାଉଥାଏ || ପ୍ରତାରଣା ଅଛି ପ୍ରତିଶ୍ରୁତି ଅଛି ଦୁଇ ପଟେ ତାର ଧାର |