ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ
ଉଠ ଉଠ ନୀଳମଣି ପ୍ରାଚୀ ଗଗନ ରେ ଉଦେ ହେଲେ ଦିନମଣି କାକ ପୀକ ରାବିଲେ ଣୀ ଉଠ ଉଠ ନୀଳମଣି ଉଠ ଉଠ ନୀଳମଣି,,,, ଝରି ରେ ରଖିଛି ସୁବାସିତ ଜଳ ଶ୍ରୀ ମୁଖ ଦେବି ପଖାଳି କ୍ଷୀର ସର ସଙ୍ଗେ ଖଣ୍ଡ ଶାକର କୁ ରଖିଛି ମୁଁ ସରପୁଳି ନିଧନ ସଙ୍ଖାଳି ମୋର ଗଳା

ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା ତିନି ରୂପେ ତୁମ କାୟା ଜନନୀ,,ଭଗିନୀ,,,ପୁଣି ଜାୟା। ପାଳନ କାରିଣୀ,,, ସଂହାର କାରିଣୀ ସୃଷ୍ଟି ସ୍ଥିତି ସଂହାର କାରିଣୀ ତୁମେ ଯୋଗମାୟା। ଜନନୀ, ଭଗିନୀ,ଜା ୟା,,, ସ୍ନେହ ର ପାରାବାର ଶ୍ରଦ୍ଧା ର ଗନ୍ତାଘର ଉଦର କଷ୍ଟ ସହି ପାଳିଛ,,,,ପୋଷିଛ ହୃଦୟରେ ରଖି ଦୟା। ଜନନୀ ,,,
ମହାପ୍ରଭୁ ତୁମେ ମହାପ୍ରଭୁ ତୁମେ ଜଗତ ପାଳକ ଜଗନ୍ନାଥ ପରଂବ୍ରହ୍ମ ତୁମ ହିଁ ତ ଆଦି ତୁମେ ହିଁ ଅନାଦି ତୁମେ ହିଁ ତ ସାର୍ବଭୌମ। ଚରାଚର ସୃଷ୍ଟି ତୁମରି ଭିଆଣ ସ୍ଥାବର ଜଙ୍ଗମ୍ କୀଟ ମୂକ ମୁଖେ ଭାଷା ଅନ୍ଧର ନୟନ ଛୋଟା ପାଇଁ ତାର ବାଟ। ଯେତେବେଳେ ଯିଏ ଡାକିଛି ତୁମକୁ ତା ପାଖରେ
ତୁମ୍ଭ ପଦେ ରହୁ ମତି ପ୍ରଭୁ ହେ ତୁମ୍ଭେ ତ ଜଗତ ପତି ପ୍ରଭୁ ହେ ତୁମ୍ଭେ ତ ଜଗତ ପତି ତୁମ୍ଭରି ଆଜ୍ଞା ରେ ରବି ଶଶି ତାରା ଉଇଁ ଥାନ୍ତି ନିତି ନିତି। ପ୍ରଭୁ ହେ ତୁମ୍ଭେ ତ,,,,,,, ତୁମ୍ଭେ ତ ଦେଇଛ ହଲଦିବସନ୍ତ ଆଖି ରେ କଜଳ ଗାର ଗୁଣ୍ଡୁଚି