May
2021
6
*ପ୍ରାୟଶ୍ଚିତ– ବିଜୟଲକ୍ଷ୍ମୀ ସାମନ୍ତରାୟ*
#ପ୍ରାୟଶ୍ଚିତ ରାତିଟା ଶୂନଶାନ୍ ଥିଲା, ନିସ୍ତବ୍ଧ ଥିଲା.. ହେଲେ ମୁଁ ଏକା ନଥିଲି, ମୋ ସହଥିଲେ ମୋ ପାପମାନେ ମତେ ଡରେଇଲେ, ହଁ ମତେ ଘେରିଗଲେ ତଥାପି ମୁଁ ଚିତ୍କାର କଲିନି,କାଳେ କିଏ ଶୁଣିଦବ !! ଅନୁନୟ ହେଲି ,ବିନତି କଲି, କାନ୍ଦିଲି କହିଲି ମତେ ଛାଡିଦିଅ…। ଜାଣିଥିଲି,ସେମାନେ ମତେ ଛାଡ଼ିବେନି । ଏତେ ସହଜରେ କିଏ