Nov
2020
16
ପୁରୁଷୋତ୍ତମ ଶ୍ରୀରାମ — ବାସନ୍ତୀ ଲତା ଜେନା
ପୁରୁଷୋତ୍ତମ ଶ୍ରୀରାମ ଆଉ ଥରେ ରାମ ଏ ଧରାକୁ ଆସ କରୁ ଅଛୁ ଆବାହନ ତୁମ ଆଗମନେ ଅସୁରୀୟ ଗୁଣ ହେବ ସବୁ ଅବସାନ। ସ୍ନେହ ପ୍ରେମ ଭକ୍ତି ଶିଖାଇଣ ଦେବ ସମାଜ ମଧ୍ୟରେ ରହି ଅନ୍ୟାୟ ଅନୀତି ବଢ଼ି ବଢ଼ି ଯାଏ ରୋକି ନ ପାରନ୍ତି କେହି। ତୁମ ପାଇଁ ଆଜି କାନ୍ଦୁଛି ସଂସାର ଆଖିରୁ ଝରୁଛି