Mar
2021
3
*ପ୍ରେମ ତୁମେ କାହାର? — ବାଙ୍କାବିହାରୀ ମହାକୁର*
ପ୍ରେମ ତୁମେ କାହାର? ପ୍ରେମ ସତ୍ୟ ଶାନ୍ତି ଶାଶ୍ବତ ପ୍ରତିକ ସଂସାରେ ସିଏ ବିଖ୍ୟାତ ପ୍ରେମ ସମର୍ପଣ ତପସ୍ୟା ସାଧନ ସ୍ବରୂପ ଭାବେ ପ୍ରତୀତ ।୦୧। ଦ୍ବାପର ଯୁଗରେ କୃଷ୍ଣ ପ୍ରେମେ ଗୋପି ହୋଇଥିଲେ ବାଇୟାଣି ଦିନ ବିତୁଥିଲା କୃଷ୍ଣ ନାମ ଭଜି ଶାଶୁର ଗଞ୍ଜଣା ଶୁଣି । ୦୨। ବାତ୍ସଲ୍ୟ ପ୍ରେମରେ ଯୋଶଦା କୃଷ୍ଣଙ୍କୁ ପାରିଲେନି ଦୂରକରି