ବୁନ୍ଦାଏ ଲୁହ — ବର୍ଷା ଲଷ୍ମୀ ସ୍ୱାଇଁ
ବୁନ୍ଦାଏ ଲୁହ ବତାସ ପବନ ସବୁ ଧୋଇନେଲା ଆଉ କିବା ଅଛି ବାକି? ତୁମ ସ୍ମୃତି ମୋର ସ୍ପନ୍ଦନରେ ଅଛି ଆସିଥରେ ଦେଖିବକି! କାଳ ବୈଶାଖୀର ଅଦିନିଆ ଝଡ ସବୁତ କରିଲା ନାଶ, ବଞ୍ଚିବା ପାଇଁକି ଗୋଟିଏ ବାହାନା ତାହା ତୁମ ମିଠା ହସ l ଭାବିଦେଲେ ଥରେ ମନ ଉଦ୍ୟାନରେ କେତେ ଫୁଲ

କିଏ ହେବ ଆପଣାର? ହାତ ଧରି ତୁମ ବାଟ ମୁଁ ଚାଲିବି ଯିବାରେ ଅନେକ ଦୂର, ନଥିବ କାହାର ଇର୍ଷା ଅଭିମାନ କରିବେନି କେହି ପର l ଏକାନ୍ତେ ଆଳାପ ମନର ଗଳପ ଲେଖିବାରେ ଦୁହେଁ ମିଶି, ସ୍ୱପ୍ନ ସବୁ ଆମ ସତ ଯେ ହୋଇବ ପାହିବ ଦୁଃଖର ନିଶି l ତରୁଡାଳେ ଏକ
କାହିଁ ମୁଁ ଯାଉନି ମରି? ଅଦେଖା ନିଆଁରେ କୁହୁଳି ଜଳୁଛି କେଉଁ ଜନ୍ମ କର୍ମ ଫଳ, କା ଆଗେ କହିବି ଅନ୍ତର ବେଦନା ପାଏ ନାହିଁ ଥଳ କୁଳ l ନିଜର ଯାହାକୁ ଭାବିନେଇଥିଲି ସିଏ କଲା ମୋତେ ପର, ମିଛ ଦୁନିଆରେ କାହାକୁ ବା ଏଠି କରିବି କୁହ ନିଜର? ନିଜ ସ୍ୱାର୍ଥ
_*ମଧୁସୂଦନ* ମନୋନେଟ_ଶୈଳୀ ଲେଖିବାର ପ୍ରଥମ ଚେଷ୍ଟା କାହିଁ ଚାଲିଗଲ କୃଷ୍ଣ ଶିରୀକ୍ଷେତ୍ର ଧାମେ ରାଧାରାଣୀ ନିତି ଝୁରି ମରୁଛି ତା ମନେ ସତେକି ଆସିବ କାହ୍ନୁ ଶ୍ରୀକ୍ଷେତ୍ର ଧାମରୁ ଆଶା ବାନ୍ଧି ବସେ ରାଧା ଭୁଲେନି ମନରୁ ବୁଝିଲାନି କେମିତି ସେ ଏଡ଼େ ନିରିଦୟ କିପରି ହେଲା ତା ହୃଦୟ ପାଷାଣ ପ୍ରାୟ ? ଭୁଲିଗଲା ମା’ କୋଳ