Nov
2021
9
*ସଂସାରତ ମଧୁମୟ-ବବିତା ଶବର*
ସଂସାରତ ମଧୁମୟ ବବିତା ଶବର *************************** ଈଶ୍ୱର ହିଁ ସତ୍ୟ ଈଶ୍ୱର ହିଁ ଶିବ ଈଶ୍ୱର ହିଁ ତ ସୁନ୍ଦର ସିଏ ହିଁ ସମସ୍ତ କାରଣର ମୂଲ ତାଙ୍କୁ ହିଁ ପ୍ରାର୍ଥନା କର ରଖ ପ୍ରଭୂ ମତେ ତୁମ୍ଭରି ଚରଣେ ସବୁରାତି ସବୁଦିନ ଜୀବନଟା ମୋର ଉଦ୍ଧାର ହେଉ ହେ କର କୃପା ଜନାର୍ଦ୍ଧନ ପୃଥିବୀରେ ତୁମେ ଜୀବ