Nov
2020
2
ଫେରାର ବସନ୍ତ
ଫେରାର ବସନ୍ତ ଏକ ଅନ୍ତହୀନ ପ୍ରତୀକ୍ଷା ର ଶେଷ ଠିକ ଏମିତି ଥିଲା ଋତୁ ବଦଳିବା ପୂର୍ବରୁ ତୁମେ ବଦଳିଗଲ ଆଉ ତା ପରେ………. ସେଦିନୁ ନିଜକୁ ଖୋଜିଚାଲିଛି ଉପେକ୍ଷିତ ଅତୀତ ଜୀବନ ର ଦୋଛକି ରେ ଠିକଣା ହଜେଇ ସେବେଠୁ ଫେରାର ଋତୁରାଜ ବସନ୍ତ…. @ ସ୍ବପ୍ନମାନେ ମରୀଚିକା ପାଲଟିଯିବା ପରେ ବଇରୀ ସାଜନ୍ତି ନିଦ ଆଉ