Mar
2021
20
*”ଯୁଇରେ ଜଳିବ ସତ୍ତା”– ପ୍ରଭାତ କୁମାର ସାହୁ*
କବିତା – ” ଯୁଇରେ ଜଳିବ ସତ୍ତା” ++++++++++ ଏଇଠି ଲିଭିଲେ ସେଇଠି ଜଳିବ ସେଇଠି ଲିଭିଲେ ଏଇଠି, କଷଣ ବିରୁଦ୍ଧେ କ୍ରାନ୍ତି ଉଜାଗର ଆଦ୍ୟ ଅନ୍ତ ତାର ନାହିଁଟି । ଏଇଠି ମାରିଲେ ସେଇଠି ଜନ୍ମିବ ସେଇଠି ମାରିଲେ ଏଇଠି, ମୃତ୍ୟୁ ନାହିଁ କେବେ ଶ୍ରମ ଶ୍ରମିକର ଦେଖିଛ କି କେବେ କେଉଁଠି ? ଏଠି ପରାଜୟ