Dec
2020
29
ଚିଲିକା — ପ୍ରଭାକର ଦାଶ
*****ଚିଲିକା***** ନୀଳାମ୍ବୁ ଚିଲିକା ତୋତେ ସହସ୍ର ପ୍ରଣାମ, କ୍ଷୁଦ୍ର ହ୍ରଦ ହେଲେ ଯଥା ସାଗରର ସମ। ବିଶ୍ବ ମନୋରମା ତୁହି ପ୍ରକୃତିର ପୁର, କୈାମୁଦୀ କି ଘନ ହୋଇ ବହିଛୁ ଶରୀର। ଅହେତୁକ ମନୋରମ ଦୃଶ୍ୟ ତୋର କୋଳେ, ଗ୍ରଥିତ ହୋଇଛି କେତେ ଅଦ୍ଭୁତ କୈାଶଳେ। ତୋ ହୃଦୟ ଦରପଣ ପ୍ରଶସ୍ତ ନିର୍ମଳ, ମନ ମୋହି ଥାଏ ଶୁଣି