Jul
2020
4
ପଢନ୍ତୁ ପ୍ରତାପ କିଶୋର ରାଉତ ଙ୍କ ଓଡ଼ିଆଣୀ ର କଳା ରେ ଲୋକଗୀତ
ଓଡ଼ିଆଣୀ ର କଳା ରେ ଲୋକଗୀତ ********************** ନାରୀ ହିଁ ବିଧାତାର ସୃଷ୍ଟି ରେ ଏକ ଅନବଦ୍ୟ ଅବଦାନ। ସେ ହିଁ ସୃଷ୍ଟି କାରିଣୀ, ପରିପୋଷଣୀ ଓ ପରି-ପାଳିନୀ ର ମୂର୍ତ୍ତିମନ୍ତ ପ୍ରତୀକ ।ସୃଷ୍ଟିର ଆଧାର ରୁ ଆଦିମାତା ରୂପେ ସନ୍ତାନ ସନ୍ତତି ମାନଙ୍କର ମଙ୍ଗଳ ବିଧାନ କରିଥାଏ। ତାର ରୂପ ରସ ଛନ୍ଦ ରେ ରହିଥାଏ