Dec
2020
24
କିଛି ତ ସମ୍ପର୍କ ରହିଛି — ପ୍ରଜ୍ଞା ପରିମିତା ପାଣିଗ୍ରାହୀ
କିଛି ତ ସମ୍ପର୍କ ରହିଛି ସେ ଦିନ ତାଙ୍କୁ ଦେଖିଲି ଦେଖିବା ପରଠୁ ଏମିତି ଲାଗିଲା ଯେମିତି କିଛି ତ ସମ୍ପର୍କ ରହିଛି। ତାଙ୍କ ହସ ହସ ମୁହଁ ମନେ ପଡ଼ିଗଲେ ହସି ଉଠେ ମୋ ଓଠ ଲାଗେ, ଯେମିତି କିଛି ତ ସମ୍ପର୍କ ରହିଛି। ତାଙ୍କ ସହିତ ଗପୁଥିଲେ ଭୁଲିଯାଏ ସବୁକିଛି ଏ ସବୁ ଭାବି ଲାଗେ,