Jun
2020
27
ପଢନ୍ତୁ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଗଳ୍ପ ହେ ଜଗନ୍ନାଥ ତୁମେ କେଉଁଠି
🌺 ହେ ଜଗନ୍ନାଥ ତୁମେ କେଉଁଠି? 🌺 ……………… ବାହାରେ ତୁହାକୁ ତୁହା ବର୍ଷା |ନିସ୍ତବ୍ଦ ରାତ୍ରିର ଅନ୍ତିମ ପ୍ରହର ରେ ତଡିତସମ ଭାଙ୍ଗିଗଲା ମୋର ନିଦ |ନିଦରେ ଆଖିବୁଲାଇ ଆଣିଲି ନିଜ ଉପରେ |ଗମ ଗମ ଝାଳ ରେ ଗୋଟାପଣେ ଓଦା ମୁଁ |ଅଧା ଖୋଲା ନିଦୁଆ ଆଖିକୁ ଧୀରେ ଧୀରେ ବନ୍ଦ କରି ପୁଣି