Nov
2020
15
ଅକୁହା କଥା – ପବିତ୍ର ମୋହନ ମହାରଣା
🌾ଅକୁହା କଥା🌾 ============= ସଞ୍ଜ ନଇଁଗଲେ ମିଶ୍ରବାବୁ କାଠ ଚୌକି ଟିଏ ବାରଣ୍ଡା ରେ ପକାଇ ବସିଯାନ୍ତି | ମୃଦୁ ମଳୟ ସାଙ୍ଗକୁ କିଚିରି କିଚିରି ଚଢେଇ ର କାକଳି ଆଉ ଆଉ ଚା କପେ | ହାତରେ ମୋଟା ବହି ଖଣ୍ଡେ କୁ ଆଖିରେ ମୋଟା ଲେନ୍ସ ଵାଲା ଚଷମା | ମାଷ୍ଟ୍ର ଚାକିରୀ ଟିଏ କରିଥିଲେ