Mar
2022
30
*ପ୍ରିୟସୀ – ପବିତ୍ର ବେହେରା*
ପ୍ରିୟସୀ ପବିତ୍ର ବେହେରା ********************* ରଜନୀକୁ ନିଜର କରି ଘନଘନ ଅନ୍ଧାର ପ୍ରାନ୍ତରେ । ଖୋଜିବୁଲେ ପ୍ରିୟସୀ ତୁମକୁ ପାଗଳ ଭଅଁର ସାଜି ପୁଷ୍ପବଣରେ। ସିଂହରଣ ସୃଷ୍ଠିହୁଏ ଅଦୃଶ୍ଯ ଭାବନାର ସର୍ବଶ୍ରେଷ୍ଠ ଚିତ୍ରରେ। ମିଳନର ଉପବନରେ ମହକିଉଠେ ମଳୟ ପବନର