Aug
2022
6
ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର
•ଅନେକ ଦିନ ଉପାସ ରହିଛି• •ପଣ୍ଡିତ ଗୋଦାବରୀଶ ମିଶ୍ର• ••••(୧୮୮୬–୧୯୫୬)•••• ଆମ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକ ମାଧବ ମିଶ୍ର ରେ ମତେ କହିଲେ, ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ । କ’ଣ ପଢ଼଼ିଛୁ ? ବହିପତ୍ର