Jun
2020
27
ପଢନ୍ତୁ ଶିବପ୍ରସାଦ ସାହୁଙ୍କ ଗଳ୍ପ ଅନୁଭୂତି ରେ ଜଗନ୍ନାଥ
ଜଗତର ନାଥ ଜଗନ୍ନାଥ ରହସ୍ୟମୟ ଓ ଲୀଳାମୟ ଠାକୁର ରୂପେ ସାରା ଜଗତରେ ପରିଚିତ।ମୋ ମାମୁଁ ଘର ପୁରୀ ହୋଇଥିବାରୁ ବୋଉ ଜଗନ୍ନାଥ ଙ୍କ ଭକ୍ତ ଥିଲା।ପିଲାଟି ବେଳରୁ ମୁଁ ଦେଖୁଥିଲି ମୋ ବୋଉ ମାମୁଁ କିମ୍ବା ମାଉସୀ ଘରକୁ ଚିଠି ଲେଖିଵା ସମୟରେ ଉପରେ ଶ୍ରୀ ଜଗନ୍ନାଥ ଲେଖିଥାଏ। ସେବେଠାରୁ ହିଁ ମୁଁ ଜଗନ୍ନାଥ ଙ୍କ ସହ