May
2023
4
ସନ୍ତାପିତ ହୃଦୟ – ନୃସିଂହ ନାରାୟଣ ତ୍ରିପାଠୀ
ସନ୍ତାପିତ ହୃଦୟ ନବୀନ ସରଳ ସୁନ୍ଦର ନିରୀହ ଯୁବକ l ମନ ତାର ଏବେ ଶୁଖିଗଲା ପରି ଲାଗେ l ହରଷ ହଜି ଯାଇଛି ତାର ମନ ହୃଦୟରୁ l କେଜାଣି କଣ ହୋଇଛି ତାର ଠିକ ସେ ଆଜିକାଲି କଥା ହେଉନି, ଚିନ୍ତା କରୁଛି ତାର ସାଙ୍ଗ ବିହାରୀ l କାଇଁ ଏପରି ବ୍ୟବହାର, ଚାଲି