Apr
2022
23
*ବର୍ଷା ରାଣୀ ତୁମେ ପୀୟୂଷବର୍ଷିଣୀ — ନୀହାରିକା ପଣ୍ଡା*
ବର୍ଷା ରାଣୀ ତୁମେ ପୀୟୂଷବର୍ଷିଣୀ ନୀହାରିକା ପଣ୍ଡା ବର୍ଷାରାଣୀ ତୁମେ ଶ୍ରାବଣୀ ଅଧର ବିମୁଗ୍ଧ ବିନିନ୍ଦ୍ୟ ହସ ଉର୍ଦ୍ଧ୍ବମୁଖୀ ସେହି ଚାତକ ପ୍ରାଣର ଆଷାଢ ପ୍ରତୀକ୍ଷା କ୍ଳେଶ । ସର୍ଜନା ସାମର୍ଥ୍ୟ ମେଘର ମହ୍ଲାରେ ଇନ୍ଦ୍ରଧନୁ ସପ୍ତରଙ୍ଗ ତନୁମନ ଭିଜା ଲଳିତ ଲାବଣ୍ୟ ଅନ୍ତରଙ୍ଗ ଅନୁରାଗ । ଆହୂତ ଆଶ୍ୱାସ ଧରା ଗାଲିଚାର ସବୁଜିମା ସ୍ମିତହାସ୍ୟ ସଂପର୍କର ସୂତ୍ରେ