Oct
2021
3
*ତୁମେ ଆସୁଛ ବୋଲି – ନିଲୁ ମହାନନ୍ଦ*
ତୁମେ_ଆସୁଛ_ବୋଲି ନିଲୁ ମହାନନ୍ଦ ******************** ହେ ମା …. ଏ ମାଟି ମୂରୁକି ହସିଲାଣି ପାର୍ବଣ ର ସାଜସଜ୍ଜା ଦେଖି ତୁମ ଆସୁଛ ବୋଲି …….!! ଏଇ ଦେଖ ନଦୀ ତୀରେ ତୀରେ ଧଳା ଫରଫର ଚାଦର ଘୋଡେ଼ଇଲା ପରି କାଶତଣ୍ଡି ଫୁଲ ଗୁଣୁଗୁଣୁ ଗୀତ ଗାଉଛି ମଳୟ ପବନେ ଅଲସୀ ଅଲସୀ ତୁମେ ଆସୁଛ ବୋଲି