May
2023
10
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
ପୋକରା ଡାଳ ମୋ ଉପରେ ନାଚିଲ, କୁଦିଲ, ଡିଆଁ ଡେଇଁ ବି କଲ ମାଙ୍କଡ଼ ଠାରୁ ଫାଜିଲ ଷୋହଳ ବୟସୀ ଝିଅ ଦୋଳି ଖେଲିଲ, ଗୀତ ବି ଗାଇଲ l ମୁଁ ରାଗ ଶୁଝେଇବି କହ କାହା ଉପରେ? ଝଡ଼ ଧକ୍କା ଦେବା ଆଗରୁ ଉପଦ୍ରଵ ସବୁ ନିଦେଇ ଗଲେ ମୁଁ ମିଶିଗଲି ମାଟି ଉପରେ