Jul
2021
11
*ଅନ୍ୱେଷଣ – ନରୋତ୍ତମ ପରିଡା*
ଅନ୍ୱେଷଣ ନରୋତ୍ତମ ପରିଡା ******************************“ ଅନ୍ବେଷିତ ଆତ୍ମା ତୃଷାତୁର ଅଦୁରେ ମୃଗତୃଷ୍ଣା ଜଳ କାହିଁ କେତେଦୂର… ଅହେତୁକ ତୃଷ୍ଣା………….. ଝୁଣେ ରୁଦ୍ର ରକ୍ତ ତିଳେ ତିଳେ ଧାବିତ, ପଥକ୍ଲାନ୍ତ ଲକ୍ଷ୍ୟ ଆଶା ବୈତରଣୀ.. ଲୁହ ଦେଇ ଲହୁ ପିଇ ଜୀବନ ଧାଉଁଛି ଧାଉଁ ଥିବ ଅବିରଳ.. ଜୀବନ ଜୁଆରେ ଅଜଣା ପ୍ରତିଦ୍ବନ୍ଦୀ କେତେ ଶୂନ୍ୟ ବୃନ୍ଦାବନ, ବିରହ ବଂଶୀ