Nov
2020
2
ଭାବନାର ସେତୁ- ନରୋତ୍ତମ ପରିଡା
ଭାବନାର ସେତୁ ଭାବନାର ସେତୁ ସଙ୍ଗେ ସମ୍ପର୍କର ଦେଖା, ବିନା କାଳିର କଲମରେ ଅଦୃଶ୍ୟ ଲେଖା, ଅସଜଡ଼ା ନିସଙ୍ଗ ଜୀବନ… ଅକୁହା ଖାପଛଡା ସେମିତି ବ୍ୟତିକ୍ରମ. ଦିଗବଳୟ ର ଅନ୍ତ ଖୋଜା ଚାଲିଛି.. ଯାହା ମୁଁ ଭାବେ, ତୁମେ ତାହା ଭାବୁଛ କି ?… ଅସମୟ ଛିଙ୍କଟା କିଏ କାଳେ ଭାବିଲାଣି ଛିଣ୍ଡା ଗୁଡ଼ିଟା କାହା ହାତରେ ପଡ଼ିଲାଣି..