Oct
2021
8
*ଶରତ ଋତୁ ଓ ପ୍ରକୃତି – ନରୋତ୍ତମ ପରିଡ଼ା*
ଶରତ ଋତୁ ଓ ପ୍ରକୃତି ~~~~~~~~~~ ନରୋତ୍ତମ ପରିଡ଼ା ************** ପୁର୍ଣିମ କିରଣ ପ୍ରାତଃ ଉଦୟ ଭାସ୍କର ନଭେ. ଡାହୁକ, ଦଳଖୁମ୍ପି ମୃଦୁ ଗମନ ପତ୍ରକମଳେ. ସ୍ଵତ କଳରବ ଶୀତଳ ଜଳ ପୁଷ୍କରିଣୀ. ମନ୍ଥର ଶୁଭ୍ର ମୃଦ୍ୟୁ ମୌନ ବକ. ମଗ୍ନ ଧ୍ୟାନେ ମୀନ ଅନ୍ବେଷଣେ. ସରସର