Dec
2020
29
କୁହୁଡି — ଦେବାଶିଷ ମେହେର
କୁହୁଡି ତୁମେ ଆଏସ ପାହାଁତି ସକାଳୁ ଲାଲ ଟହଟହ ଡଙ୍ଗର ତଲୁ ଶିତୁଆ ସକାଳର ଶିତଲ ପବନେ ବୁନ୍ଦା ବୁନ୍ଦା ହେଇ ସବୁଠାନେ ଧାନ ଡୁଲି ଭିତରେ ଉଡି ବୁଲୁଥିସି ଗୀତ ଗାଇ ମନେ ମନେ । ଅନ୍ଧାର ରାତି ବାଟେ ଘାଟେ ତୁମର ରୂପଟା ବଡା ବିକଲ ମୁହୁଁକେ ମୁହୁ ନେଇ ଦିଶୁଥାଏ ଲୁକେ ହେସନ କେଡେ