Nov
2022
26
ସଂସ୍କାର–ଦେବଜ୍ୟୋତି ଅବିନାଶ
“ସଂସ୍କାର।” ଟ୍ରେନରେ କଟକ ଫେରିଲା ବେଳେ ଆଜି ମହିଳା ଜଣେ ପାଖରେ ଆସି ବସିଲେ। ସାଙ୍ଗରେ ପାଖାପାଖି ୨ ବର୍ଷର ଝିଅ ଟିଏ ଥାଏ। ଆଖପାଖରେ ବସିଥିବା ଲୋକଙ୍କ ସହ ତାଙ୍କ କଥାବାର୍ତ୍ତାରୁ ଜାଣିଲି ସେଇଟି ତାଙ୍କରି ଝିଅ। ମହିଳା ଜଣଙ୍କ ଗୋଟିଏ ବୁଢ଼ା ବେପାରୀ ଠାରୁ ବାଦାମ କିଣିଲେ। ଗୋଟିଏ ଗୋଟିଏ କରି ବାଦାମ ଗୁଡ଼ିକ ଛଡ଼ାଇ