Feb
2021
24
ପରମ ପୁରୁଷ — ଦୁଷ୍ମନ୍ତ ସାହୁ
ପରମ ପୁରୁଷ ମହତ ଉଦ୍ଦେଶ୍ୟ ରଖି ବ୍ରହ୍ମଦେବ ସୃଷ୍ଟି ସର୍ଜ୍ଜନା ରଚିଲେ, ଜୀବଜଗତରେ ଶ୍ରେଷ୍ଠ ଜୀବ ବୋଲି ମନୁଷ୍ୟକୁ ଆଖ୍ୟା ଦେଲେ ” କୋଟି ଜନମର ତପସ୍ୟା ଫଳରେ ଦୁଲ୍ଲଭ ଶରୀର ପାଇ, ନିଜ ସମସ୍ୟାର ନିଜେ ସମାଧାନ କରିବାର ବର ପାଇ ” ପରମ ପୁରୁଷ ପ୍ରାପତି ନିମନ୍ତେ ଭଗବତ ସେବା କର, ସାଧୁ ସଙ୍ଗ ଧର୍ମ