ମକର ସଂକ୍ରାନ୍ତି ମକରରୁ ଦିନ ବକର ହୋଇଣ ବଢ଼େ ଚକରେ ଚକରେ ସୂର୍ଯ୍ୟଦେବଙ୍କର ଉପାସନା ବ୍ରତ ହେଉଥାଏ ଘରେ ଘରେ ।। ରବିଙ୍କର ଗତି ଉତ୍ତରାୟଣ ଯେ ପ୍ରଖର ତେଜରେ ମହୀ ବିବାହ ବ୍ରତ ଗୃହ ପୂଜା ପୁଣି ଯଜ୍ଞ ହୁଏ ସବୁଠାଇଁ ।। ଭିଡ଼ ଜମେ ନଦୀ ସରୋବରେ ଆଉ ମହୋଦଧି ସ୍ନାନ ପାଇଁ ପୂଣ୍ୟ ପ୍ରଭାତରୁ
Read More
ଜହ୍ନ ରାଇଜରେ ଜାଗାଟେ କିଣିଛି ^^^^^^^^^^^^^^^^^^^^^^^^ ଦୀପ୍ତି ଦେବଦର୍ଶିନୀ ସୁତାର ଜହ୍ନ ରାଇଜରେ ଜାଗାଟେ କିଣିଛି ଅନେକ ପୂଣ୍ୟର ବଳେ ଶାନ୍ତି ସଦଭାବ ସୁଖର ସୌଭାଗ୍ୟ ମିଳିଯିବ ନିଶ୍ଚେ ଭାଳେ ।। ତାରାଗଣ ହେବେ ପଡ଼ୋଶୀ ଯେ ମୋର ଖିଲିଖିଲି ହସୁଥିବେ ଖୁସିରେ ଖୁସିକୁ ମିଳାଇ ସଦା ସେ ଝିଲମିଲ ଦିଶୁଥିବେ ।। ଏ ଦୁନିଆଁ ଆଜି ଦୁଃଖରେ
Read More
ଅନୁଭୂତିରେ ପିଲାଦିନ ଓ ମୋ ବିଦ୍ୟାଳୟ ****************************** ସତ କହିବାକୁ ଗଲେ ବିଦ୍ୟାଳୟରେ ନାଁ ଲେଖାପରେ ମୋର କୌଣସି ଅନୁଭୂତି ମନେ ନାହିଁ ।କିନ୍ତୁ ପ୍ରଥମ ଦ୍ୱିତୀୟ ତୃତୀୟ ପରେ ଚତୁର୍ଥ ଶ୍ରେଣୀ ବେଳେ ବିଦ୍ୟାଳୟରେ ଗୋଟେ ଘଟଣା ମୋର ଝାପ୍ସା ମନେ ପଡେ ଆଉ ଜାଣିନି କାହିଁକି ଏବେବି ସେଇ ଘଟଣା ମୋ ଦେହର ପ୍ରତିଟି ଲୋମ
Read More