Oct
2021
27
*ଚାନ୍ଦ ଲୁଚିଗଲା – ଦୀନ ବଂଧୁ ବେଜ*
ଚାନ୍ଦ ଲୁଚିଗଲା ଦୀନ ବଂଧୁ ବେଜ ********************** ଲୁଚିଗଲେ ଚାନ୍ଦ ବୁଡିଯାଏ ଭେଳା, ଲୁଚକାଳି ଖେଳେ ସତେକି ଚପଳା । ଚାତକ ପରାୟ ଅପେକ୍ଷାର ଲୟ, ଚାନ୍ଦ ଭେଟିବାକୁ ହୃଦୟ ଅଥୟ । ସ୍ପର୍ଶ କରିନାହିଁ ତୃଷ୍ଣା ପାଇଁ ଜଳ , ଚନ୍ଦ୍ରର ଦର୍ଶନରେ ବ୍ରତର ସଫଳ । ତପସ୍ୟା ଭଗ୍ନର ଗୋଟିଏ କାରଣ , ବିଧି ମୁତାବକ