Nov
2020
8
ମାଁ — ଦିଲେଶ୍ୱର ମେହେର
ମାଁ ମୋର୍ ଆଖି ନୁ ଝରିଗଲେ ଗୋ ମାଁ ଧାର୍ ଧାର୍ ହେଇ ପାନି ସୋର୍ ପଡି ଜାଏସି ମାଁ ତୋର୍ ସେ ଚିରା ପନତ୍ କାନି।।୧ କିଲି୍ କିଲ୍ ଅନ୍ଧାର୍ କେ ଦେଖିଦେଲେ ମୁଇଁ ଡର୍ହେ ରହି ଜାଏ ସର୍ପଟି ମନେ ପଡ୍ସି ମାଁ ତୋର୍ ସେ କଥା ମତେ ଧରୁ ଅଧରାତି ତୁଇ ଉଠି।।୨ ବୁଆକେ