Aug
2022
16
*ବିଚାର ବିଗିଡ଼ି ଗଲା–ଦିଗମ୍ବର ରଥ*
*ବିଚାର ବିଗିଡ଼ି ଗଲା* ଧାରା ଶିରାବଣ ମାସ ଶେଷ ରବିବାର, ନିଧିବୁଢା ବାଡିପଟେ ପଡିଛି ବିଚାର। ମଶା ମାଛି ମୂଷାଯାକ ଏକଠାବେ ବସି, ଯୋଜନା କରନ୍ତି ତାର ପ୍ରାଣ ନେବେ ନାଶି । କହନ୍ତି ସେ ଦୁଧଭାତ କୁକୁରକୁ ଦିଏ , ଆମର ପ୍ରତାପ କେତେ ଜାଣି ନାହିଁ ସିଏ। ନିଜକୁ ଫୁଲେଇ ମୂଷା ଦୁଇ ଗୋଡ ଛାଟି,