Apr
2021
21
*ରାଣ– ତେଜସ୍ଵିନୀ ସାମଲ*
ରାଣ “””””””””” ରାତ୍ରୀର ଅଳସ ଭାଙ୍ଗି ଆଖିର ଝାମ୍ଫରେ, ପାହାନ୍ତି ସକାଳେ ଶୁଭୁଥିଲା ତୁମ ପ୍ରତିଧ୍ଵନି ଧିରେ ଧିରେ ପାଦଥାପି ତୋ ପାଶେ ଯେଵେ ଗଲି, ଜାଣେନି କେମିତି ତୋ ହଳକ ଆଖିରେ ନିର୍ବାକ ନିସ୍ପନ୍ଦ ହୋଇ ମାତଙ୍ଗିନୀଟେ ସାଜିଗଲି l କି ମହୁରା ଲଗାଇ ଦେଲୁ ପ୍ରଶାନ୍ତ ଚିତ୍ତ ଅଶାନ୍ତ ହେଲା ମୋ ଜୀଵନରେ ରାଣ ଖାଇ