May
2022
28
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଛାଡପତ୍ର ବିବାହ ବନ୍ଧନ ପବିତ୍ର ଜୀବନ ପରସ୍ପର ଖୁସି ବାଣ୍ଟି ଚଢୁଥିବ ଏହି ଅମୂଲ୍ୟ ସୋପାନ ଅନ୍ତେରଖି ଶ୍ରଦ୍ଧା ପ୍ରୀତି । ଦୁଇମନ ଦୁଇ ମଧୁର ମିଳନେ ତ୍ୟାଗ ତିତିକ୍ଷାର ଭାବ ନିଳୟ ଗୁନ୍ଥଇ ହସିହସି ଧ୍ୟାନେ ଜୀବନ ମହାନୁଭବ । ସେନେହ ମମତା ତିକ୍ତଭାବ ନେଲେ ନିଶ୍ଚେ ହୁଏ ଲୋକହସା ଭୁଲ୍