May
2023
17
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ହସିବ ପ୍ରକୃତି ରାଣୀ ଉଗ୍ର ରୂପ ଧରି ନିଦାଘ ଆସିଛି ଅଗ୍ନି ବର୍ଷେ ଆକାଶରୁ , ପବନ ଲୁଚିଛି ପ୍ରକୋପରେ ତା’ର ଦେଖି ଗୁଳଗୁଳି ଦୂରୁଁ । ବୃକ୍ଷଶୂନ୍ଯ ଏହି ଧରଣୀ ଲାଗଇ ନିଆଁର ପିଣ୍ଡୁଳା ପ୍ରାୟ , ତଡ଼ାଗ ତଟିନୀ ହୋଇ ଜଳ ଶୂନ୍ଯ ଲାଗେ ମରିଚୀକା ମୟ । ପଶୁ ପକ୍ଷୀ ଗଣ ଡହଳ