Mar
2022
26
*ମଲା ନଈ–ତପନ ସାହୁ*
ମଲା ନଈ ——- ମୋ ଦେହରେ ଥିଲା ଦିନେ ଅମାପ ଜଳରାଶି ମୁଁ ଉଛୁଳୁଥିଲି ମୋ କୂଳକୁ ଡେଇଁ କେବେ ଶୋଷିଲା ଓଠରେ କେବେ ରାଉରାଉ ଉଦରକୁ ଛୁଇଁ ଇଚ୍ଛା ମୋର ସମୁଦ୍ର ମୁକ୍ତି ମୋର ସାଗର ମୋହ ମୋର ଗଭୀର ଗର୍ଭରେ ଲୀନ ହେବା ପାଇଁ ମୁଁ ଶୁଖି କି ବା କେମିତି ହୋଇଥାନ୍ତି ସାର୍ଥକ ମୋର